22

ସୁଶାନ୍ତ ରାଜପୁତ ମୃତ୍ୟୁ: ୧୫ କୋଟିରୁ ଅଧିକ କାରବାର ଉପରେ ମାମଲା ଦାୟର

ନୂଆଦିଲ୍ଲୀ,୩୧/୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ୧୫ କୋଟି ଟଙ୍କା ମୂଲ୍ୟର “ସନ୍ଦେହଜନକ କାରବାର” ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏକ ମନି ଲଣ୍ଡରିଂ ମାମଲା ଦାୟର କରିଛି। ବିହାର ପୋଲିସ ଦ୍ୱାରା ଏଫଆଇଆର (ପ୍ରଥମ ସୂଚନା ରିପୋର୍ଟ) ଜାଣିବା ପରେ ଏହି ମାମଲା ଦାୟର କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!