ଓଡିଆନ୍ ନ୍ୟୁଜ

165

ସେଲ୍‌ଫି ନେବାବେଳେ ଭାସିଗଲେ ଯୁବକ

Team Odian News |

ସେଲ୍‌ଫି ନେବାବେଳେ ଭାସିଗଲେ ଯୁବକ
କଟକ୧୬/୧୨(ଓଡିଆନ ନ୍ୟୁଜ) : ମହଙ୍ଗାପଡ଼ିଲା ସେଲଫି। ଆନନ୍ଦପୁର ବ୍ୟାରେଜର ବୈତରଣୀ ନଦୀରେ ସେଲଫି ନେବା ବେଳେ ଭାସିଗଲେ ଯୁବକ। କଟକ ବୋଷ ଇଞ୍ଜିନିୟରିଂ କଲେଜରୁ ଘଟଗାଁ ବୁଲି ଆସିଥିବା ତିନି ଜଣ ଯୁବକ ଆନନ୍ଦପୁର ବ୍ୟାରେଜ ବୁଲିବାକୁ ଯାଇଥିଲେ।
ସେଠାରେ ସେଲଫି ନେବାବେଳେ ଜଣେ ଯୁବକ ଭାସିଯାଇଥିଲେ। ଏ ନେଇ ଖବର ପାଇବାପରେ ଆନନ୍ଦପୁର ଦମକଳ ବାହିନୀ ଯୁବକର ଉଦ୍ଧାର କାମରେ ଲାଗିଛି। ହେଲେ ପତ୍ତା ମିଳିନି।