ଓଡିଆନ୍ ନ୍ୟୁଜ

300

‘କାବୁଲା ବାରବୁଲା’ ପ୍ରଥମ ଦିନରୁ ହାଉସ୍‍ଫୁଲ ।

Team Odian News |

‘କାବୁଲା ବାରବୁଲା’ ପ୍ରଥମ ଦିନରୁ ହାଉସ୍‍ଫୁଲ  । 
କଟକ ,୨୮/୯(ଓଡ଼ିଆନ୍‍ ନ୍ୟିୁଜ୍‍): ଓଡ଼ିଆ ଚଳଚିତ୍ର କାବୁଲା ବାରବୁଲା ପ୍ରଥମ ଦିନରୁ ହାଉସ୍‍ଫୁଲ ହୋଇଛି  ।  ଏବି ଫିଲ୍ଲସ୍‍ ଆଣ୍ଡ ଭିଦିଶା କ୍ରାଫ୍‍ ନିବେଦିତ ଅଭିରାମ ସାହୁ, ବିଜୟ କନ୍ଦୋଇ ପ୍ରଯୋଜିତ ଏହି ଚଳଚିତ୍ରକୁ ରମେଶ ରାଉତ ନିର୍ଦ୍ଦେଶନା ଦେଇଛନ୍ତି  । ଅନୁଭବଙ୍କ ଅଭିନିତ ଏହି ଚଳଚିତ୍ରଟି ଦର୍ଶକମାନଙ୍କୁ ବେଶ ଭରପୂର ଆନନ୍ଦ ଦେବ ପୂଜା ବଜାରରେ ଏହା ନିଃସନ୍ଦେହ  ।