ଓଡିଆନ୍ ନ୍ୟୁଜ

141

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗିବ ଅବଢ଼ା ଦର ତାଲିକା

Team Odian News |

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗିବ ଅବଢ଼ା ଦର ତାଲିକା
ପୁରୀ,୨୬ା୧୨(ଓଡ଼ିଆନ୍‍ ନ୍ୟୁଜ୍‍): ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗିବ ଅବଢ଼ା ଦରର ତାଲିକା। ଅବଢ଼ା ଦର ସହ ସୁବିଧା ପାଇଁ କୁଡ଼ୁଆ ସାଇଜ ବି ଲେଖାଯିବ। ଶ୍ରୀମନ୍ଦିର ବ୍ୟବସ୍ଥା ଓ ସଂସ୍କାର ନେଇ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି।ତେବେ କେବେଠୁ ଦର ତାଲିକା ଲାଗିବ ତାର ନିର୍ଦ୍ଦିଷ୍ଟ ତାରିଖ କହିନାହାନ୍ତି। ଟିକେଟ ଦର୍ଶନ ବ୍ୟବସ୍ଥା ବି ନୂଆବର୍ଷରୁ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।