ଓଡିଆନ୍ ନ୍ୟୁଜ

152

ପିପିଲି ରାୟ ନେଇ ବୟାନ ପ୍ରସଙ୍ଗ: ଦୁଃଖ ପ୍ରକାଶ କଲେ କୃଷିମନ୍ତ୍ରୀ ପ୍ରଦୀପ ମହରାଥୀ

Team Odian News |

ପିପିଲି ରାୟ ନେଇ ବୟାନ ପ୍ରସଙ୍ଗ: ଦୁଃଖ ପ୍ରକାଶ କଲେ କୃଷିମନ୍ତ୍ରୀ ପ୍ରଦୀପ ମହରାଥୀ
ଭୁବନେଶ୍ୱର:୨୭/୧୨(ଓଡ଼ିଆନ ନ୍ୟୁଜ): ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲାର ପିପିଲି ରାୟ ନେଇ ବୟାନ ପ୍ରସଙ୍ଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦୁଃଖ ପ୍ରକାଶ କରିଛନ୍ତି। ମହରାଥୀ କହିଛନ୍ତି, ଯଦି କାହା ମନକୁ ଆଘାତ ଦେଇଛି, ତା’ହେଲେ ମୁଁ ଦୁଃଖିତ। ମୋ ନିର୍ବାଚନ ମଣ୍ଡଳୀର ଝିଅ ପ୍ରତି କଟୁମନ୍ତବ୍ୟ ଦେବା ଅଭିଳାଷ ନଥିଲା। ବିଜେପି ଏବଂ କଂଗ୍ରେସର ଏପରି ଆନ୍ଦୋଳନ ନେଇ ମୁଁ ନିରୂପାୟ ବୋଲି ମହାରଥୀ କହିଛନ୍ତି।