ଓଡିଆନ୍ ନ୍ୟୁଜ

194

୧୮ରେ ଅମିତ ଶାହ ୫ରେ ମୋଦି ଓଡ଼ିଶା ଆସୁଛନ୍ତି

Team Odian News |

୧୮ରେ ଅମିତ ଶାହ ୫ରେ ମୋଦି ଓଡ଼ିଶା ଆସୁଛନ୍ତି 


ସମ୍ବଲପୁର,୩/୧(ଓଡ଼ିଆନ ନ୍ୟୁଜ): ଜାନୁଆରି ୧୮ରେ ଓଡ଼ିଶା ଆସିବେ ଅମିତ ଶାହ, ୪ଟି ଲୋକସଭାର କର୍ମକର୍ତ୍ତାଙ୍କୁ ନେଇ ହେବ ସମ୍ମିଳନୀ। ହେଲେ ସମ୍ମିଳନୀ ସ୍ଥଳ ସ୍ଥିର ହୋଇନି, କଟକରେ ହେବା ସମ୍ଭାବନା ରହିଛି , ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ଏହି ସୂଚନା ଦଇଛନ୍ତି  । ଏହାସହ ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତ କରିବେ  । ଏହି ଗସ୍ତରେ ୪ ଲେନ୍‌ ବିଶିଷ୍ଟ ୩ଟି ଜାତୀୟ ରାଜପଥ ଭିତ୍ତିପ୍ରସ୍ତର ସ୍ଥାପନ, ବାଲେଶ୍ୱର, ହଳଦିଆ ଓ ଦୁର୍ଗାପୁର LPG ପାଇପ୍‌ ଲାଇନ୍‌ର ଲୋକାର୍ପଣ, ୪ଟି ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ପୋଷ୍ଟ ଅଫିସ୍‌ ପାସପୋର୍ଟ ସେବାକେନ୍ଦ୍ରର ଶୁଭାରମ୍ଭ କରିବେ  ପ୍ରଧାନମନ୍ତ୍ରୀ।