ଓଡିଆନ୍ ନ୍ୟୁଜ

143

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ଦୁର୍ଗା ମେଢ ବୁଲିଲେ

Team Odian News |

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ଦୁର୍ଗା ମେଢ ବୁଲିଲେ
କଟକ୨୯/୯(ଓଡ଼ିଆନ୍‍ ନ୍ୟୁଜ୍‍): ଦୁର୍ଗାପୂଜା ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଗସ୍ତ କରିଛନ୍ତି । ଆଜି ମହାନବମୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ଦୁର୍ଗା ମେଢ ବୁଲି ଦର୍ଶନ କରିଛନ୍ତି  । ସୂଚନା ଅନୁସାରେ ନୂଆବଜାର ଛକ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବିଜେପିର ବହୁ କର୍ମୀ  ଏକାଠି ହୋଇ ସମ୍ବଦ୍ଧର୍ନା ଜ୍ଞାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ । ଭୁବନେଶ୍ୱରରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭିନ୍ନ ମେଢ ବୁଲିବା କାର୍ୟ୍ୟକ୍ରମ ରହିଥିବାର ସୂଚନା ମିଳିଛି ।