ଓଡିଆନ୍ ନ୍ୟୁଜ

140

ଆରମ୍ଭ ହେଲା ଆମ ଘରେ LED କାର୍ଯ୍ୟକ୍ରମ

Team Odian News |

ଆରମ୍ଭ ହେଲା ଆମ ଘରେ LED କାର୍ଯ୍ୟକ୍ରମ ଭୁବନେଶ୍ୱର,୧୧/୧(ଓଡ଼ିଆନ ନ୍ୟୁଜ):ଆଜି ସଚିବାଳୟରେ ଆମ ଘରେ LED କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ NFSA ଓ SFSS ହିତାଧିକାରୀଙ୍କୁ ମିଳିବ LED ଲାଇଟ୍‌। ଏଥିରେ ପ୍ରତି ହିତାଧିକାରୀ ପରିବାରକୁ ୪ଟି ୯ ୱାଟ୍‌ର LED ବଲ୍‌ବ ବିନାମୂଲ୍ୟରେ ମିଳିବ। ୯୫ ଲକ୍ଷ ହିତାଧିକାରୀ ପାଇବେ LED ଲାଇଟ୍‌, ଆଗାମୀ ପୀଠା କ୍ୟାମ୍ପରେ ହିତାଧିକାରୀମାନେ ଏହାର ଲାଭ ଉଠାଇପାରିବେ।