ଓଡିଆନ୍ ନ୍ୟୁଜ

70

କାଲି ଲୋକାର୍ପିତ ହେବ ନେତାଜୀ ସଂଗ୍ରହାଳୟ

Team Odian News |

କାଲି ଲୋକାର୍ପିତ ହେବ ନେତାଜୀ ସଂଗ୍ରହାଳୟ ପୁରୀ,୧୪/୧(ଓଡିଆନ୍ ନ୍ୟୁଜ୍ଜ୍):କାଲି ପୁରୀରେ ଲୋକାର୍ପିତ ହେବ ନେତାଜୀ ସଂଗ୍ରହାଳୟ। ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି କରିବେ ଉଦଘାଟନ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ସଂସ୍କୃତି ମନ୍ତ୍ରି ଅଶୋକ ପଣ୍ଡା, ଗୋପାଳବଲ୍ଲଭ ରୋଡ୍‌ରେ ଦିନ ୧୦ଟାରେ ହେବ ଲୋକାର୍ପଣ କାର୍ଯୟକ୍ରମ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି। ସପ୍ତାହେ ତଳେ ସଂଗ୍ରହାଳୟକୁ ନେଇ ସ୍ଥିତାବସ୍ଥା ହଟାଇଛନ୍ତି ହାଇକୋର୍ଟ। ୪.୫ କୋଟି ଟଙ୍କାରେ ନେତାଜୀଙ୍କ ବାସଭବନକୁ ସଂଗ୍ରହାଳୟ କରାଯାଇଛି।