ଓଡିଆନ୍ ନ୍ୟୁଜ

69

ଭିତରକନିକାରେ କୁମ୍ଭୀର ଗଣନା ଶେଷ,ଗତ ବର୍ଷଠାରୁ ୪୪ଟି ଅଧିକ

Team Odian News |

ଭିତରକନିକାରେ କୁମ୍ଭୀର ଗଣନା ଶେଷ,ଗତ ବର୍ଷଠାରୁ ୪୪ଟି ଅଧିକ ଅଛନ୍ତି କେନ୍ଦ୍ରାପଡ଼ା,୧୪/୧(ଓଡ଼ିଆନ ନ୍ୟୁଜ): ଚଳିତ ବର୍ଷ ପାଇଁ କେନ୍ଦ୍ରାପଡ଼ା ଭିତରକନିକାରେ କୁମ୍ଭୀର ଗଣନା କାର୍ଯୟକ୍ରମ ଶେଷ ହୋଇଛି। ଏ ବର୍ଷ ୧୭୪୨ଟି କୁମ୍ଭୀର ଗଣନା କରାଯାଇଛି, ଗତ ବର୍ଷ ତୁଳନାରେ ୪୪ଟି କୁମ୍ଭୀର ଅଧିକ ଅଛନ୍ତି ବୋଲି ଜଣା ପଡ଼ିଛି। ଗତ ବର୍ଷ ୧୬୯୮ଟି କୁମ୍ଭୀର ରହିଥିଲେ। ବନ ବିଭାଗ ତରଫରୁ ଏହି ସୂଚନା ମିଳିଛି।