ଓଡିଆନ୍ ନ୍ୟୁଜ

142

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ:ନବୀନଙ୍କ ଚିଠିର ଉତ୍ତର ଦେଲେ କେନ୍ଦ୍ର ଆଇନ ମନ୍ତ୍ରୀ

Team Odian News |

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ:ନବୀନଙ୍କ ଚିଠିର ଉତ୍ତର ଦେଲେ କେନ୍ଦ୍ର ଆଇନ ମନ୍ତ୍ରୀ ଭୁବନେଶ୍ୱର,୧୪/୧(ଓଡିଆନ ନ୍ୟୁଜ):ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଦେଲେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବାକୁ ଦେଲେ ପରାମର୍ଶ। ସେପ୍ଟେମ୍ବରରେ ବି ସମାନ ପରାମର୍ଶ ଦେଇଥିବା ଜଣାଇଲେ ରବିଶଙ୍କର ।ବେଞ୍ଚ ସ୍ଥାପନ ପାଇଁ ହାଇକୋର୍ଟଙ୍କ ସୁପାରିସ ଦରକାର, ହାଇକୋର୍ଟ ଓ ରାଜ୍ୟ ସରକାର ଜଣାଇବା ପରେ କେନ୍ଦ୍ର ପଦକ୍ଷେପ ନେବବୋଲି ସେ କହିଛନ୍ତି।