ଓଡିଆନ୍ ନ୍ୟୁଜ

74

୨୦ ବସ୍ତା ବେଆଇନ ମୁଦ୍ରା ଜବତ

Team Odian News |

୨୦ ବସ୍ତା ବେଆଇନ ମୁଦ୍ରା ଜବତ ଭୁବନେଶ୍ୱର,୧୫/୧(ଓଡ଼ିଆନ ନ୍ୟୁଜ ): ଭୁବନେଶ୍ୱର ଆଜି ୨୦ ବସ୍ତା ବେଆଇନ ମୁଦ୍ରା ଜବତ କରାଯାଇଛି। ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ସତସଙ୍ଗ ବିହାର ନିକଟରୁ ଏହି ମୁଦ୍ରା ଜବତ କରାଯାଇଛି। ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକୁ ଦୁଇଟି ବସ୍‌ରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିଲା ବୋଲି ଜଣା ପଡିଛି।