ଓଡିଆନ୍ ନ୍ୟୁଜ

137

ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍‌

Team Odian News |

ବିଧାୟକ  ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍‌ 
ଭୁବନେଶ୍ୱର,୨୯/୧(ଓଡ଼ିଆନ ନ୍ୟୁଜ): ଶାସକ ଦଳ ବିଧାୟକ  ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍‌ ହୋଇଥିବା ଜଣାପଡ଼ିଛି। ଜାତୀୟ ସମ୍ବାଦସରବରାହ ସଂସ୍ଥା ଏଏନ୍‌ଆଇ କରିଥିବା ଟୁଇଟରୁ ଏହା ଜଣାପଡ଼ିଛି।ସିବିଆଇ ତଦନ୍ତ କରୁଥିବା ଏକ ଚିଟ୍‌ଫଣ୍ଡ ମାମଲାରେ ଉଭୟଙ୍କୁ ନୋଟିସ୍‌ କରାଯାଇଥିବା ସୂଚନା ମିଳିଛି।