ଓଡିଆନ୍ ନ୍ୟୁଜ

144

ସଇଁତଳାରେ କଲରାପତରିଆ ବାଘର ମୃତଦେହ ଠାବ

Team Odian News |

ସଇଁତଳାରେ କଲରାପତରିଆ ବାଘର ମୃତଦେହ ଠାବ ବଲାଙ୍ଗିର,୫/୨(ଓଡ଼ିଆନ ନ୍ୟୁଜ):ବଲାଙ୍ଗିର ସଇଁତଳାରେ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି। ବଡ଼ମାଳରେ ଥିବା ଗୋଳାବାରୁଦ କାରଖାନାରେ ବାଘର ମୃତଦେହ ମିଳିଛି। ବାର୍‌ହା ଫାଶରେ ପଡ଼ି ୨ ଦିନ ତଳେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏହାର ତଦନ୍ତ ଜାରି ରହିଛି। ତେବେ ବିଭିନ୍ନ କାରଣରୁ ବାଘଙ୍କ ମୃତ୍ୟୁ ଚିନ୍ତାର ବିଷୟ ନିଶ୍ଚୟ। ତାହା ସହ ବନ୍ୟଜନ୍ତୁ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।