ଓଡିଆନ୍ ନ୍ୟୁଜ

146

ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ଲୋକାୟୁକ୍ତ:ସୁପ୍ରିମ୍‌ କୋର୍ଟ

Team Odian News |

ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ଲୋକାୟୁକ୍ତ:ସୁପ୍ରିମ୍‌ କୋର୍ଟ ନୂଆଦିଲ୍ଲୀ,୧୧/୨(ଓଡିଆନ୍ ନ୍ୟୁଜ):ଲୋକାୟୁକ୍ତ ନିଯୁକ୍ତ ନେଇ ସୁପ୍ରିମ୍‌ କୋର୍ଟଙ୍କ ଶୁଣାଣି। ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ଲୋକାୟୁକ୍ତ ଚୟନ, ଏପ୍ରିଲ ୮ରୁ କାର୍ଯ୍ୟ କରିବେ ଲୋକାୟୁକ୍ତ, ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରାଯିବ। CJIଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି।