ଓଡିଆନ୍ ନ୍ୟୁଜ

137

ଆତଙ୍କବାଦୀ ଆକ୍ରମଣରେ ୨୦ ଯବାନ ସହୀଦ

Team Odian News |

ଆତଙ୍କବାଦୀ ଆକ୍ରମଣରେ ୨୦ ଯବାନ ସହୀଦ ଜାମ୍ମୁ ଓ କାଶ୍ମୀରର,୧୪/୨(ଓଡିଆନ୍ ନ୍ୟୁଜ):ଉରି ପରେ ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। IED ବିସ୍ଫୋରଣରେ ୧୮ CRPF ଯବାନ ସହିଦ ହୋଇଥିବା ବେଳେ ୨୫ ଗୁରୁତର ହୋଇଛନ୍ତି। ସୁରକ୍ଷା ଦଳରେ ଥିଲା ଯବାନଙ୍କ ୭୦ଟି ଗାଡ଼ି ଓ ସେଥିରେ ଯାଉଥିଲେ ୨୫୦୦ ଯବାନ। ଆକ୍ରମଣର ଶିକାର ହୋଇଥିବା ଗାଡ଼ିରେ ଥିଲେ ୪୪ ଜଣ ଯବାନ, ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆତଙ୍କି ସଂଗଠନ ଜୈସ-ଏ-ମହମ୍ମଦ।