ଓଡିଆନ୍ ନ୍ୟୁଜ

100

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Team Odian News |

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୧୫/୨(ଓଡିଆନ ନ୍ୟୁଜ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଚିବାଳୟରେ VC ଜରିଆରେ ଶୁଭାରମ୍ଭ କରଛନ୍ତି ଏହି କାର୍ଯ୍ୟକ୍ରମ ର। ଦକ୍ଷିଣ ଭାରତର 3ଟି ସ୍ଥାନକୁ ଗସ୍ତ କରିବ ଏହି ଟ୍ରେନ୍ । ବ୍ରହ୍ମପୁର ରୁ ଯାତ୍ରା କରିବେ ବରିଷ୍ଠ ନାଗରିକ। ବର୍ତ୍ତମାନ ସୁଦ୍ଧା 9000 ତୀର୍ଥଯାତ୍ରୀ ଯାତ୍ରା କରିସାରିଛନ୍ତି।