ଓଡିଆନ୍ ନ୍ୟୁଜ

122

ମାଟ୍ରିକ ପରୀକ୍ଷା ସୁପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ

Team Odian News |

ମାଟ୍ରିକ ପରୀକ୍ଷା ସୁପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ


ଭୁବନେଶ୍ୱର,୧୮/୨(ଓଡ଼ିଆନ ନ୍ୟୁଜ ): ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ ଏହାର ସୁପରିଚାଳନା ନେଇ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକ ଡାକିଛନ୍ତି । ଏହି ବୈଠକରେ ଶୃଙ୍ଖଳିତ ପରୀକ୍ଷା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି ସେ । ଚଳିତ ବର୍ଷ ରାଜ୍ୟର  ୫ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୂଚନା ରହିଛି । ଏହାସହ ଚଳିତ ମାଟ୍ରିକ ପରୀକ୍ଷା ୨,୯୫୩ଟି ପରୀକ୍ଷା କେନ୍ଦ୍ରରେ  ଅନୁଷ୍ଠିତ ହେବ ।