ଓଡିଆନ୍ ନ୍ୟୁଜ

138

ଦୁର୍ଗାପୂଜାରେ ମନମୋହିଲା ଜତିନ୍‍ଙ୍କ ବାଲୁକା କଳା ।

Team Odian News |

ଦୁର୍ଗାପୂଜାରେ ମନମୋହିଲା ଜତିନ୍‍ଙ୍କ ବାଲୁକା କଳା  ।
ଆଳି୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍): ଯୁବ ଚିତ୍ରଶିଳ୍ପୀ ତଥା ବାଲୁକାଶିଳ୍ପୀ ଜତିନ୍‍ ଦାସଙ୍କ ବାଲୁକାକଳା ଦଶହରାରେ ଦର୍ଶକଙ୍କ ମନମୋହିଛି  । ଆଳିରେ ଚଳିତ ଦଶହରା ପର୍ବରେ ଜତିନ୍‍ଙ୍କ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ସହିତ ପରିବେଶ ସୁରକ୍ଷାର ବାର୍ତ୍ତାର ଝଲକ ତାଙ୍କ ବାଲୁକାକଳାରେ ଦେଖିବାକୁ ମିଳିଥିଲା  । ସ୍ୱତନ୍ତ୍ର ମଣ୍ଡପରେ ନିର୍ମିତ ଜତିନ୍‍ଙ୍କ ବାଲୁକାକଳାରେ ପ୍ରବଳ ଭିଡ଼ ଲାଗିରହିଛି । ଭୁବନେଶ୍ୱର ଧଉଳି ଚାରୁକଳା ମହାବିଦ୍ୟାଳୟର ତୃ୍‍ତୀୟ ବର୍ଷର ଛାତ୍ର ଜତିନ୍‍ଙ୍କ ଏଭଳି ଚମକ୍ରାର କଳାକୁ ପ୍ରଶଂସା କରିଛନ୍ତି ଦର୍ଶକ  । ଆଗାମୀ ଦିନ ମାନଙ୍କରେ ଦେଶ ବିଦେଶରେ ସେ ଆଦର ଲାଭ କରିବା ସହିତ ତାଙ୍କର କଳାମୟ ଜୀବନର ଉନ୍ନତି ହିଁ ଆମର କାମନା  ।