ଓଡିଆନ୍ ନ୍ୟୁଜ

185

ରାଜ୍ୟର ଏକାଧିକ ୱେବ୍‌ସାଇଟ୍‌ ହ୍ୟାକ୍,ବାଦ୍‍ପଡ଼ିନାହିଁ ଓଡ଼ିଆନ୍‍ ନ୍ୟୁଜ୍‍

Team Odian News |

ରାଜ୍ୟର ଏକାଧିକ ୱେବ୍‌ସାଇଟ୍‌ ହ୍ୟାକ୍,ବାଦ୍‍ପଡ଼ିନାହିଁ ଓଡ଼ିଆନ୍‍ ନ୍ୟୁଜ୍‍ 
ଭୁବନେଶ୍ୱର,୨୩ /୨(ଓଡ଼ିଆନ ନ୍ୟୁଜ)ଭୁବନେଶ୍ୱର: ରାଜ୍ୟର ଏକାଧିକ ୱେବ୍‌ସାଇଟ୍‌ ହ୍ୟାକ୍। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଏସ୍ଏନ୍, ଶ୍ରୀମନ୍ଦିର ଦଇତାପତି ନିଯୋଗ ସହ ଅନେକ ସରକାରୀ ଅଫିସ୍‌ର ୱେବ୍‌ସାଇଟ୍ ହ୍ୟାକ୍ ହୋଇଛି।ଖାଲି ସେତିକି ନୁହେଁ ଏକାଧିକ ସରକାରୀ କଲେଜ ୱେବ୍‌ସାଇଟ୍ ମଧ୍ୟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ୱେବ୍‌ସାଇଟ୍ ଗୁଡ଼ିକର ହୋମ୍‌ପେଜ୍‌ରେ ମ୍ୟାଡ୍ ଟାଇଗର ଲେଖା ହୋଇଛି।
ଏହି ହ୍ୟାକ୍‍ରେ ଓଡ଼ିଶାର ଲୋକପ୍ରିୟ ୱେବ ଚାନେଲ 
ଓଡ଼ିଆନ୍‍ ନ୍ୟୁଜ୍‍ ମଧ୍ୟ ବାଦ୍‍ପଡ଼ିନାହିଁ  । ପାକିସ୍ଥାନ  ଏହି ହ୍ୟାକ୍‍ କରିଥିବା ନେଇ କୁହାଯାଉଛି  ।