ଓଡିଆନ୍ ନ୍ୟୁଜ

125

କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରର ମୃତ୍ୟୁ !

Team Odian News |

କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରର ମୃତ୍ୟୁ !
ନୂଆଦିଲ୍ଲୀ,୩/୩( ଓଡ଼ିଆନ୍‍ ନ୍ୟୁଜ୍‍):କୁଖ୍ୟାତ ଆତଙ୍କବାଦୀ ତଥା ୨୦୦୮ ମସିହା ମୁମ୍ବାଇ ଆକ୍ରମଣ ଓ ଫେବ୍ରୁଆରୀ ୧୪ ପୁଲଓ୍ୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଜୈଶ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ମୃତ।ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାସୁଦ ଅଜହରର ମୃତ୍ୟୁ ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ପାକିସ୍ତାନ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ।