ଓଡିଆନ୍ ନ୍ୟୁଜ

103

ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ: ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ ଜଳିଗଲା

Team Odian News |

ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ: ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ ଜଳିଗଲା
କଟକ ୮/୩( ଓଡ଼ିଆନ୍‍ ନ୍ୟୁଜ୍‍): କଟକ ବଡ଼ ଡାକ୍ତରଖାନାରେ ଲାଗି ଯାଇଛି ନିଆଁ। ଡାକ୍ତରଖାନାରେ ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ରେ ନିଆଁ ଲାଗି ଯାଇଛି। ଏଥିରେ ବିପୁଳ ପରିମାଣରେ କ୍ଷତି ହୋଇଛି।ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀର କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।