ଓଡିଆନ୍ ନ୍ୟୁଜ

111

ଭୁବନେଶ୍ୱର ବିଜେଡିରୁ ଇସ୍ତଫା ଦେଲେ ବାବୁ ସିଂହ

Team Odian News |

ଭୁବନେଶ୍ୱର ବିଜେଡିରୁ ଇସ୍ତଫା ଦେଲେ ବାବୁ ସିଂହ
ଭୁବନେଶ୍ୱର,୯/୩( ଓଡ଼ିଆନ୍‍ ନ୍ୟୁଜ୍‍) : ଭୁବନେଶ୍ୱର ବିଜେଡି (ବିଜୁ ଜନତା ଦଳ)ରୁ ବାବୁ ସିଂହ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ଜିଲ୍ଲାର କାର‌୍ୟ୍ୟକାରୀ ସଭାପତି ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ପତ୍ର ଲେଖି ଜଣାଇଛନ୍ତି।