ଓଡିଆନ୍ ନ୍ୟୁଜ

182

ଓଡ଼ିଶା ଫେରିବା ପରେ ଡାକ୍ତର ଦାମୋଦର ରାଉତଙ୍କୁ ଦଳ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

Team Odian News |

ଭୁବନେଶ୍ୱର୧୫/୩( ଓଡ଼ିଆନ୍‍ ନ୍ୟୁଜ୍‍) : ଗତକାଲି ବିଜେପିରେ ସାମିଲ ହୋଇ ଆଜି ଓଡ଼ିଶା ଫେରିବା ପରେ ଡାକ୍ତର ଦାମୋଦର ରାଉତଙ୍କୁ ଦଳ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ବିଜେପି ପାର୍ଟି ଅଫିସ ପର୍ଯ୍ୟନ୍ତ ଏକ ରାଲିରେ ତାଙ୍କୁ ନିଆଯାଇଥିଲା।ତେବେ ସମ୍ଭର୍ଦ୍ଧନା ସଭାରେ ବିଜେପି ନେତା ଡାକ୍ତର ଦାମୋଦର ରାଉତ ନବୀନଙ୍କୁ ପ୍ରଶ୍ନ ପଚାରିଛନ୍ତି। ଚିରାଚରିତ ଭାବେ ସେ ନବୀନଙ୍କ ଉପରେ ବର୍ଷିବା ସହ ବିଜୁ କାହିଁକି ତାଙ୍କ ଘରକୁ ଯାଉ ନଥିଲେ ବୋଲି ପ୍ରଶ୍ନ ପଚାରିଛନ୍ତି।