ଓଡିଆନ୍ ନ୍ୟୁଜ

155

କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ,୭ ଗିରଫ

Team Odian News |

କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ,୭  ଗିରଫ 
 କୁଚିଣ୍ଡା,୧୬ା୩( ଓଡ଼ିଆନ୍‍ ନ୍ୟୁଜ୍‍): ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏକ ବଡଧରଣର କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ ହୋଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ପର୍ଦ୍ଦାଫାଶ କରିଛି। ଏହାସହ ଏସ୍‌ଟିଏଫ୍‌ ଟିମ୍‌ ୪ଟି କଲରାପତରିଆ ବାଘ ଚମଡା ଜବତ କରିଛି।ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଚମଡ଼ାଗୁଡିକ କୁଚିଣ୍ଡାରୁ ସମ୍ବଲପୁର ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ ଚଢଉ କରି ଏମାନଙ୍କୁ ଗିରଫ କରିଛି।