ଓଡିଆନ୍ ନ୍ୟୁଜ

161

ବିଜେଡି ଘୋଷଣା କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।

Team Odian News |

ବିଜେଡି ଘୋଷଣା କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା   । 
ଭୁବନେଶ୍ୱର,୧୮ା୩( ଓଡ଼ିଆନ୍‍ ନ୍ୟୁଜ୍‍): ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ବିଜେଡି ଘୋଷଣା କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ମଣ୍ଡଳୀରେ ମତଦାନ ହେବ । ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ତେବେ ନିଜ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କ ସହ ସମୀକ୍ଷା ଏବଂ ଅନ୍ୟ ବରିଷ୍ଠଙ୍କ ସହ ଘନଘନ ବୈଠକ ପରେ ନବୀନ ପଟ୍ଟନାୟକ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।
ବ୍ରହ୍ମପୁର ଲୋକସଭା- ଚନ୍ଦ୍ର ଶେଖର ସାହୁ
ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା 
ଗୋପାଳପୁର- ପ୍ରଦିପ ପାଣିଗ୍ରାହୀ
ବ୍ରହ୍ମପୁର-  ବିକ୍ରମ ପଣ୍ଡା 
ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର 
ଚିକିଟି-    ଉଷା ଦେବୀ
ମୋହନା –  ପୂର୍ଣ୍ଣବାସୀ ନାୟକ
ପାରାଳେଖମୁଣ୍ଡି- କଲ୍ୟାଣୀ ଗଜପତି
କଳାହାଣ୍ଡି-  ପୁଷ୍ପେନ୍ଦ୍ର ସିଂଦେଓ
ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ
 ଖଡ଼ିଆଳ-  ଲମ୍ବୁଧର ନିଆଳ
 ଲାଞ୍ଜିଗଡ଼-
 ଜୁନାଗଡ଼ – ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼- ମହୋଷଧି ବାଗ
 ନରଲା – ଭୁପିନ୍ଦର ସିଂହ
ଭବାନୀପାଟଣା- ଦୁଷ୍ମନ୍ତ ନାୟକ
କୋରାପୁଟ- କୌଶଲ୍ୟା ହିକ୍‌କା
ଗୁଣପୁର-  ରଘୁନାଥ ଗମାଙ୍ଗ
ବିଷମକଟକ- ଶ୍ରୀ ଜଗନ୍ନାଥ ସାରକା
ରାୟଗଡ଼ା- ଲାଲବିହାରୀ ହିମିରିକା
ଲକ୍ଷ୍ମୀପୁର- ପ୍ରଭୁ ଜାନୀ
ଜୟପୁର- ରବି ନାରାୟଣ ନନ୍ଦ
କୋରାପୁଟ- ରଘୁରାମ ପଡାଲ
ପଟାଙ୍ଗୀ-
ନବରଙ୍ଗପୁର- ରମେଶ ଚନ୍ଦ୍ର ମାଝୀ
ଉମରକୋଟ- ସୁବାସ ଗଣ୍ଡ 
ଝରିଗାଁ-
ଡାବୁଗାଁ- ମନୋହର ରାନ୍ଧାରୀ
ନବରଙ୍ଗପୁର- ସଦାଶିବ
କୋଟପାଡ଼୍‌- ପଦ୍ମିନୀ ଦିଆନ
ମାଲକାନଗିରି-
ଚିତ୍ରକୋଣ୍ଡା-
ଅନ୍ୟ  ଲୋକସଭା 
ବଲାଙ୍ଗୀର ଲୋକସଭା- କଳିକେଶ ସିଂଦେଓ
ବରଗଡ଼- ପ୍ରସନ୍ନ ଆଚାର୍ଯ୍ୟ
ସୁନ୍ଦରଗଡ଼- ସୁନୀତା ବିଶ୍ୱାଳ
ଆସ୍କା- ପ୍ରମିଳା ବିଷୋୟି
କନ୍ଧମାଳ- ଅଚ୍ୟୁତ ସାମନ୍ତ
ଅନ୍ୟ ବିଧାନସଭା
ସୁନ୍ଦରଗଡ଼- ଯୋଗେଶ ସିଂହ
ରାଜଗାଙ୍ଗପୁର- ମଙ୍ଗଳ କିଶାନ
ପଲସରା- ଷ୍ଟିଫେନ ୍ ସୋରେନ
ରାଉରକେଲା– ସାରଦା ନାୟକ
ରଘୁନାଥ ପଲ୍ଲୀ- ସୁପବ୍ରତ ତରାଇ
ବଣେଇ- ରଞ୍ଜିତ କିଷାନ
ଆସ୍କା- ମଂଜୁଳା ସ୍ୱାଇଁ
ସୋରଡା- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି- ନନ୍ଦିନୀ ଦେବୀ
ବିଜେପୁର ଏବଂ ହିଞ୍ଜଳିରୁ ଛିଡ଼ା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୋଲସରା- ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର- ଲତିକା ପ୍ରଧାନ
ଖଲିକୋଟ- କେକେ ସୂର୍ଯ୍ୟମଣୀ ବୈଦ୍ୟ
କନ୍ଧମାଳ-ବାଲିଗୁଡ଼ା- ଚକ୍ରଧର କଅଁର
ଜି ଉଦୟଗିରି- ସଲୁଗ ପ୍ରଧାନ
ବୈଦ୍ଧ- ପ୍ରଦୀପ କୁମାର ଅମାତ
କଣ୍ଟାମାଳ- ମହିଧର ରାଣା
ଭଂଜନଗର – ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା- ରମେଶ ବେହେରା
ବଲାଙ୍ଗୀର-ଟିଟିଲାଗଡ଼- ଟୁକୁନି ସାହୁ
ପାଟଣାଗଡ଼- ସରୋଜ ମେହେର
ସୋନପୁର-ନିରଞ୍ଜନ ପୁଜାରୀ
କଣ୍ଟାବାଞ୍ଜି- ଅଜୟ ଦାଶ
ବୀରମହାରାଜପୁର- ପଦ୍ମନାଭ ବେହେରା
ବରଗଡ଼- ଦେବେଶ ଆଚାର୍ଯ୍ୟ
ଅତାବିରା –ସ୍ନେହାଙ୍ଗିନୀ ଛୁରିଆ
 ଝାରସୁଗୁଡା- ନବ ଦାସ
ପଦ୍ମପୁର- ବିଜୟ ରଂଜନ ସିଂହ ବରିହା
ଝାରସୁଗୁଡା- ନବକିଶୋର ଦାସ