ଓଡିଆନ୍ ନ୍ୟୁଜ

190

ବୋଲେରୋ ଗାଡିରୁ ନଗଦ ୯୫ ହଜାର ଟଙ୍କା ଜବତ

Team Odian News |

ବୋଲେରୋ ଗାଡିରୁ ନଗଦ ୯୫ ହଜାର ଟଙ୍କା ଜବତ
ବାରିପଦା ,୧୪/୪(ଓଡିଆନ ନ୍ୟୁଜ): ବୋଲେରୋ ଗାଡିରୁ ନଗଦ ୯୫ ହଜାର ଟଙ୍କା ଜବତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଟଙ୍କା ଜବତ କରିଛି ସ୍ପେଶାଲ ସିକ୍ୟୁରିଟି ଟିମ୍ । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାଭ ନିକଟରୁ ଟଙ୍କା ଜବତ ହୋଇଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକ ବ୍ୟକ୍ତି କୁଳିଅଣା ବ୍ଲକର ବ୍ୟବସାୟୀ ରାଜେଶ ଶାହା ।