ଓଡିଆନ୍ ନ୍ୟୁଜ

170

ଯିଏ ଓଡ଼ିଶାକୁ ଲାଭ ଦେବ, ଆମେ ତାକୁ ସମର୍ଥନ ଦେବୁ: ମୁଖ୍ୟମନ୍ତ୍ରୀ

Team Odian News |

ଯିଏ ଓଡ଼ିଶାକୁ ଲାଭ ଦେବ, ଆମେ ତାକୁ ସମର୍ଥନ ଦେବୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୪(ଓଡିଆନ ନ୍ୟୁଜ): ସମଦୂରତା ରଖୁଥିବା ବୋଲି କହୁଥିବା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସୋମବାର ‘ଇଣ୍ଡିଆ ଟୁଡେ’କୁ ସାକ୍ଷାତ୍‌କାର ଦେଇ ଭିନ୍ନ କଥା କହିଛନ୍ତି। ପୂର୍ବରୁ ନବୀନ ଭାଜପା ଓ କଂଗ୍ରେସଠାରୁ ସମଦୂରତ୍ୱ ରଖୁଥିବା କଥା କହୁଥିଲେ। ତେବେ ବର୍ତ୍ତମାନ ଓଡ଼ିଶାର ସ୍ବାର୍ଥ କଥା କହି ନବୀନ କହିଛନ୍ତି, ଯିଏ ଓଡ଼ିଶାକୁ ଲାଭ ଦେବ, ଆମେ ତାକୁ ସମର୍ଥନ ଦେବୁ। ଯିଏ ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବ ତାକୁ ସମର୍ଥନ କରିବୁ । ସିଏ ଏନ୍‌ଡିଏ ହେଉ, ୟୁପିଏ ବା ଯେ କେହି ହେଉ ବୋଲି ସେ କହିଛନ୍ତି । 
କିଛି ଦିନ ତଳେ ଏନ୍‌ଡିଟିଭିକୁ ସାକ୍ଷାତ୍‌କାରରେ ସମଦୂରତ୍ୱ ରଖୁଥିବା କଥା କହିଥିଲେ ନବୀନ ।