ଓଡିଆନ୍ ନ୍ୟୁଜ

140

ପାଟକୁରା ବିଧାନସଭା ନିର୍ବାଚନ:ସାବିତ୍ରୀ ଅଗ୍ରୱାଲାଙ୍କୁ ବିଜେଡି ପ୍ରାର୍ଥୀ କଲା

Team Odian News |

ପାଟକୁରା ବିଧାନସଭା ନିର୍ବାଚନ:ସାବିତ୍ରୀ ଅଗ୍ରୱାଲାଙ୍କୁ  ବିଜେଡି ପ୍ରାର୍ଥୀ  କଲା 


ଭୁବନେଶ୍ୱର ,୨୯/୪(ଓଡ଼ିଆନ ନ୍ୟୁଜ):ମେ’ ୧୯ ତାରିଖରେ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ଆସନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣାକରିଛି । ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲାଙ୍କୁ  ବିଜେଡି ପ୍ରାର୍ଥୀ କରିଛି ।  ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।  ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ପାଟକୁରା ପାଇଁ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାବିତ୍ରୀ ଅଗ୍ରୱାଲଙ୍କୁ ମିଳିଲା  ଟିକେଟ। ତାଙ୍କ ବିପକ୍ଷରେ ବିଜେପିରୁ ବିଜୟ ମହାପାତ୍ର ନିର୍ବାଚନ ଲଢ଼ୁଛନ୍ତି ।