ଓଡିଆନ୍ ନ୍ୟୁଜ

197

୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା

Team Odian News |

୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା


ଭୁବନେଶ୍ୱର ,୨୯/୪(ଓଡ଼ିଆନ ନ୍ୟୁଜ):୪୦ ଡିଗ୍ରୀ ଟପିଲା ରାଜ୍ୟର ୧୩ଟି ସହରର ତାପମାତ୍ରା। ୪୪.୬ ଡିଗ୍ରୀ ସହ ଝାରସୁଗୁଡ଼ା ଆଜି ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ  ଟିଟିଲାଗଡ଼ ୪୪.୫, ଅନୁଗୁଳ ୪୩.୭, ତାଳଚେର ୪୩.୬ ଡିଗ୍ରୀ, ସୋନପୁର ୪୩.୨, ସମ୍ବଲପୁର ୪୩, ହୀରାକୁଦ ୪୨.୧ ଡିଗ୍ରୀ, ଭବାନୀପାଟଣା, ବଲାଙ୍ଗିର ଓ ମାଲକାନଗିରିରେ ତାପମାତ୍ରା ୪୨ ଡିଗ୍ରୀ, କେନ୍ଦୁଝର ୪୧, ସୁନ୍ଦରଗଡ଼ ୪୦.୫, ଚାନ୍ଦବାଲି ୪୦.୪ ଡିଗ୍ରୀ, କଟକରେ ୩୯.୪ ଓ ଭୁବନେଶ୍ବରରେ ୩୮.୭ ଡିଗ୍ରୀ ସେଲ୍‌ସିଅସ ରହିଥିଲା । ରାଜ୍ୟରେ ଏହିଭଳି ପାଗ ଆହୁରି ୨  ଦିନ ରହିବ।