ଓଡିଆନ୍ ନ୍ୟୁଜ

57

ବଢ଼ିଲା ବସ୍‌ ଭଡ଼ା

Team Odian News |

ବଢ଼ିଲା ବସ୍‌ ଭଡ଼ା
ଭୁବନେଶ୍ୱର,,୧୧/୭(ଓଡ଼ିଆନ୍‍ ନ୍ୟୁଜ୍‍) : ଡିଜେଲ ଦର ବୃଦ୍ଧି ସହ ବଢ଼ିଲା ବସ୍ ଭଡ଼ା। ପୂର୍ବରୁ ଅର୍ଡିନାରି ବସ୍‌ କି.ମି. ପିଛା ୬୮ ପଇସା ଥିବାବେଳେ ଏବେ ୬୯ ପଇସାକୁ ବୃଦ୍ଧି ପାଇଛି।

ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୧ ପଇସା ଥିବାବେଳେ ୭୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ୯୭ ପଇସା ଥିଲା ବେଳେ ୯୯ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ ଟଙ୍କା ୧୯ ପଇସା ଥିଲା ବେଳେ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି।