ଓଡିଆନ୍ ନ୍ୟୁଜ

134

ରତ୍ନ ଭଣ୍ଡାର ଚାବି ଖୋଲିବା ନେଇ ଶ୍ରୀମନ୍ଦିର ଆଗରେ ଧାରଣା ।

Team Odian News |

ରତ୍ନ ଭଣ୍ଡାର ଚାବି ଖୋଲିବା ନେଇ ଶ୍ରୀମନ୍ଦିର ଆଗରେ ଧାରଣା ।  
ପୁରୀ,୪/୮(ଓଡ଼ିଆନ୍‍ ନ୍ୟୁଜ୍‍):  ରତ୍ନ ଭଣ୍ଡାର  ଚାବି ଖୋଲିବା ନେଇ ରତ୍ନ ଭଣ୍ଡାର ସୁରକ୍ଷା ସମିତି ପକ୍ଷରୁ ପୁରୀ ବଡ଼ଦାଣ୍ଡର ଶ୍ରୀମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଶ୍ରଦ୍ଧାଳୁ  । ତୁରନ୍ତ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ଖୋଲିବା ନେଇ ସେମାନେ  ଦାବି କରିଛନ୍ତି ।