ଓଡିଆନ୍ ନ୍ୟୁଜ

88

ବିଜେପି ଉପରେ ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା ଦାମୋଦର ରାଉତ

Team Odian News |

ଭୁବନେଶ୍ୱର:ବିଜେପି ଉପରେ ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା ଦାମୋଦର ରାଉତ: କହିଲେ- ନିର୍ବାଚନ ବେଳେ ବିଜେପି ମୋତେ ଡାକିବାରୁ ଯାଇଥିଲି, ନିର୍ବାଚନରେ ମୋତେ ଷ୍ଟାର ପ୍ରଚାରକ କଲେ, ମୁଁ ନିର୍ବାଚନ ହାରିଯିବାରୁ ମୋତେ ବିଜେପିର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଇନି