ଓଡିଆନ୍ ନ୍ୟୁଜ

77

ଟ୍ରେନରେ ଲାଗିଲା ନିଆଁ

Team Odian News |

ନୂଆଦିଲ୍ଲୀ : ଦିଲ୍ଲୀ ରେଳ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ଟ୍ରେନରେ ଲାଗିଯାଇଛି ନିଆଁ। ପ୍ଲାଟଫର୍ମ ନଂ ୮ରେ ଥିବା ଚଣ୍ଡିଗଡ କୋଚବଲି ଏକ୍ସପ୍ରେସର ଏକ ବଗିରେ ହଠାତ୍‌ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଦମକଳବାହିନୀର ୪ଟି ଗାଡି ପହଞ୍ଚି ନିଆଁ ଲିଭାଉଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ।