ଓଡିଆନ୍ ନ୍ୟୁଜ

72

ପୂଜା ପ୍ରସ୍ତୁତି :୫ଟି ସ୍ଥାନରେ ରାବଣ ପୋଡ଼ି , ଡ଼ିଜେ ବନ୍ଦ

Team Odian News |

ଭୁବନେଶ୍ୱର: ପୂଜା ପ୍ରସ୍ତୁତି ପାଇଁ  ବୈଠକ ହେବା ପରେ ପୋଲିସ କମିସନର ସୂଚନା ଦେଇ କହିଛନ୍ତି ଭୁବନେଶ୍ୱରରେ ୫ଟି ସ୍ଥାନରେ ରାବଣ ପୋଡ଼ି ହେବ ଏବଂ ଡ଼ିଜେ ବନ୍ଦ ହେବ । ପ୍ରତି ପୂଜା କମିଟିକୁ ୪ଟି ବକ୍ସ ଓ ୪ଟି ଚୁଙ୍ଗା ଲଗାଇବାକୁ ଅନୁମତି ଦିଆଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ପ୍ରତି ପୂଜା କମିଟିର ୩ଜଣଙ୍କୁ ପ୍ରଶିକ୍ଷଣ ଦିଆଯିବ । ବଡ଼ବଡ଼ ପୂଜା କମିଟିକୁ ସିସିଟିଭି ଓ ଅଗ୍ନି ନିର୍ବାପକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରସୁଲଗଡ଼-ବମିଖାଲ ରାସ୍ତା ପାଇଁ ଏନଏଚଏଆଇ ଙ୍କ ସହ ଆଲେଶଚନା କରାଯିବ