ଓଡିଆନ୍ ନ୍ୟୁଜ

23

ବିସ୍ଥାପିତ ପରିବାରର ମହିଳାଙ୍କ ମଧ୍ୟରେ ଜୀବନଜୀବିକାର ପ୍ରସାରକରୁଛି ନବଜୀବନ

Team Odian News |

ବିସ୍ଥାପିତ ପରିବାରର ମହିଳାଙ୍କ ମଧ୍ୟରେ ଜୀବନଜୀବିକାର ପ୍ରସାରକରୁଛି ନବଜୀବନ
କଳିଙ୍ଗନଗର: ଖୁବ କମ ଲୋକ ଜାଣନ୍ତି ଯେ, ରାଜ୍ୟର ଅନେକ ସ୍ମରଣୀକା ଦୋକାନରେ ପ୍ରଦର୍ଶିତ ହେଉଥିବା ଆଦିବାସୀଦଦ୍ଭଚିତ୍ରକଳାଗୁଡ଼ିକ ଯାଜପୁର ଜିଲ୍ଲାର କିଛି ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । କେବଳ ସେତିକି ନୁହେଁ,ଦଦ୍ଭନିକଟରେ ଉକ୍ତ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରାୟ ୩୦୦ଟି ଚିତ୍ରକଳା ରାଜ୍ୟ ସରକାରଙ୍କ ଆଦିବାସୀ ବିକ୍ରୟଦଦ୍ଭକେନ୍ଦ୍ରରେ ସ୍ଥାନ ପାଇବାରେ ସଫଳ ହୋଇଛି ।ଦଦ୍ଭଓଡ଼ିଶାରେ ଆଦିବାସୀ ଉତ୍ପାଦ ବିକ୍ରି ଓ କ୍ରୟ ପାଇଁ ପ୍ରମୁଖ ସମବାୟ ସଂସ୍ଥା ଆଦିବାସୀ ବିକାଶ ସମବାୟ ସଂସ୍ଥା, ଓଡ଼ିଶାଦଦ୍ଭଲିମିଟେଡ଼କୁ ସଉରା ଓ ଗଣ୍ଡ ଉପରେ ଆଧାରିତ ଚିତ୍ରକଳା ପ୍ରଦାନ କରାଯାଇଛି । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାରଦଦ୍ଭବିସ୍ଥାପିତ ମହିଳାଙ୍କ ଦ୍ୱାରା ଗଠିତ ନବଜୀବନ ସମବାୟ ସଂସ୍ଥାର ସଦସ୍ୟମାନେ ଉକ୍ତ ଚିତ୍ରକଳାଗୁଡ଼ିକ ପ୍ରସ୍ତୁତ କରୁଛନ୍ତି ।ଦଦ୍ଭକଳିଙ୍ଗନଗରେ ଅବସ୍ଥିତ ଟାଟା ଷ୍ଟିଲ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରମାନଙ୍କ ନିମନ୍ତେ ତ୍ରିଜଙ୍ଗା, ସନ୍ସାଇଲୋ ଓଦଦ୍ଭଗୋବରଘାଟିଠାର ଆଧୁନିକ ପୁନର୍ବାସ କଲୋନୀ ନିର୍ମାଣ କରାଯାଇଛି । ବିସ୍ଥାପିତ ପରିବାର ସଦସ୍ୟମାନଙ୍କୁ ଦୀର୍ଘସ୍ଥାୟୀଦଦ୍ଭଜୀବନଜୀବିକା ଯୋଗାଇ ଦେବା ଲକ୍ଷ୍ୟରେ କମ୍ପାନୀ ତରଫରୁ ବିଭିନ୍ନ ଆୟ ସୃଷ୍ଟିକାରୀ ଯୋଜନା ପ୍ରସ୍ତୁତ କରାଯାଇଛି ।ଦଦ୍ଭଏହାମଧ୍ୟରୁ ଅଧିକାଂଶ ପରିବାର ମୁଣ୍ଡା ଆଦିବାସୀ ଗୋଷ୍ଠୀର ହୋଇଥିବାବେଳେ ପ୍ରଶିକ୍ଷଣ ଦ୍ୱାରା ସେମାନଙ୍କ ଦକ୍ଷତା ବୃଦ୍ଧିଦଦ୍ଭକରାଯିବା ସହିତ ସେମାନଙ୍କୁ ଚୁକ୍ତିଭି•ିକ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଉଛି ।ଦଦ୍ଭପୂର୍ବରୁ କେବଳ ପଶୁପାଳନ ଓ ଚାଷବାସରେ ନିୟୋଜିତ ରହି ନିଜ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହି ଆୟର ଅନ୍ୟଦଦ୍ଭକୌଣସି ମାଧ୍ୟମ ପାଉନଥିବା ମହିଳାମାନଙ୍କ ଉପରେ ବିଶେଷ ରୂପେ ଧ୍ୟାନ ଦିଆଯାଉଛି । ଉକ୍ତ ପରିବାରର ମହିଳାମାନଙ୍କୁଦଦ୍ଭଜୀବନଜୀବିକାର ମାଧ୍ୟମ ଯୋଗାଇ ଦେବା ଲକ୍ଷ୍ୟରେ ୨୦୦୬ରେ ନବଜୀବନ ସମବାୟ ସଂସ୍ଥାର ଆରମ୍ଭଦଦ୍ଭକରାଯାଇଥିଲା । ଦୀର୍ଘସ୍ଥାୟୀ ଆୟ ସୃଷ୍ଟିକାରୀ କାର‌୍ୟ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଉକ୍ତଦଦ୍ଭକାର‌୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ।ଦଦ୍ଭସେହି ଦିନଠାରୁ ପରୀକ୍ଷାମୂଳକ ଭାବେ ଅନେକ ଜୀବନଜୀବିକା ସୃଷ୍ଟିକାରୀ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଥିବାବେଳେଦଦ୍ଭଚିତ୍ରକଳା ଓ ହସ୍ତଶିଳ୍ପ କାରିଗରୀରୁ ସର୍ବାଧିକ ଲାଭ ମିଳୁଛି । ଆଦିବାସୀ ଚିତ୍ରକଳାରୁ ଆରମ୍ଭ ହୋଇ ଏହା କପଡ଼ା (ହାତରେଦଦ୍ଭଚିତ୍ରିତ ଟି-ସାର୍ଟ), ହାତରେ ଚିତ୍ରିତ ଷ୍ଟୋଲ, ଦୁପଟ୍ଟା, ଶାଢୀ ଏବଂ ଫାଇଲ ଓ ଫୋଲଡର, ଫୁଲଦାନୀ, ପେନ୍ ଷ୍ଟାଣ୍ଡ,ଦଦ୍ଭଲାମିନେଟେଡ଼ ଝୋଟ ବ୍ୟାଗ ଭଳି ବହୁ ଉପଯୋଗିତା ବିଶିଷ୍ଟ ସାମଗ୍ରୀ, ମୋବାଇଲ କଭର ଓ କାନ୍ଥରେ ଝୁଲାଇବା ଭଳିଦଦ୍ଭବିଭିନ୍ନ ସାମଗ୍ରୀକୁ ସଂପ୍ରସାରିତ ହୋଇଛି । ଏହାବ୍ୟତୀତ ଫାବ୍ ଇଣ୍ଡିଆ ଓ ଟ୍ରାଇବସ୍ ଇଣ୍ଡିଆ ଭଳି ଅନ୍ୟ ପ୍ରତିଷ୍ଠିତ ବ୍ରାଣ୍ଡ ଉକ୍ତଦଦ୍ଭସମବାୟ ସଂସ୍ଥାଠାରୁ ବିଭିନ୍ନ ସାମଗ୍ରୀ ନେଉଛନ୍ତି ।ଦଦ୍ଭଗୃହିଣୀରୁ ଦେଶର ପ୍ରମୁଖ ସଂସ୍ଥା ସହିତ ବ୍ୟବସାୟିକ କାରବାର କରିବା ପର‌୍ୟ୍ୟନ୍ତ ଏହି ମହିଳା କାରିଗରମାନେ ଉକ୍ତ ସମବାୟଦଦ୍ଭସଂସ୍ଥାରେ ଯୋଗଦେବା ପରେ ଏହାକୁ ଏକ ପେସା ଭାବେ ଗ୍ରହଣ କରିଛନ୍ତି । ବ•ର୍ମାନ ବିସ୍ଥାପିତ ପରିବାର ପ୍ରାୟ ୩୦ ଜଣଦଦ୍ଭମହିଳା ସମବାୟ ସଂସ୍ଥାର ଚିତ୍ରକଳା ବିଭାଗାରେ କାର‌୍ୟ୍ୟ କରୁଛନ୍ତି । ମାସକୁ ୩୦୦୦ ରୁ ୫୦୦୦ ଟଙ୍କା ଆୟ ସହିତ ଉକ୍ତଦଦ୍ଭମହିଳା କାରିଗରମାନେ ନିଜ ପରିବାର ଆୟରେ ଯୋଗଦାନ କରିପାରୁଛନ୍ତି ।ଦଦ୍ଭଉଦାହଣଣ ସ୍ୱରୂପ ସୁକାନ୍ତି ଜାରିକା ଗତ ଦୁଇ ବର୍ଷ ହେଲା ନବଜୀବନରେ ଏକ ଚିତ୍ରକାର ଭାବେ କାର‌୍ୟ୍ୟ କରୁଛନ୍ତି । “ମୁଁଦଦ୍ଭମୋ ପରିବାରକୁ ସହାୟତା କରିବା ସହିତ ନିଜେ ଆର୍ଥିକ ରୂପେ ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲି । ଏହାସହିତ ପିଲାଦିନରୁ ମୁଁ ଦଦ୍ଭଚିତ୍ର ଆଙ୍କିବାକୁ ଭଲ ପାଉଥିଲି, କିନ୍ତୁ ଏହାକୁ ବୃ•ି ଭାବେ ଗ୍ରହଣ କରାଯାଇପାରିବ ବୋଲି କେବେ ଭାବିନଥିଲି । ଏଠାକୁଦଦ୍ଭଆସିବା ପରେ ମୋର ଦକ୍ଷତା ବହୁମାତ୍ରାରେ ବୃଦ୍ଧିପାଇଛି” ବୋଲି ସେ କହିଛନ୍ତି ।ଦଦ୍ଭଏହି ପରିବାରଗୁଡ଼ିକ ମଧ୍ୟରୁ ଗୋଟିଏ ପରିବାରରେ ଝାଡ଼ଖଣ୍ଡର ରେଣୁକା ବଦ୍ରାଙ୍କ ବାହାଘର ହୋଇଥିଲା । ସଂଯୋଗ ବଶତଃଦଦ୍ଭନବଜୀବନ ସହିତ ସେ ସଶ୍ଲିଷ୍ଟ ହୋଇଥିଲେ । “ଏଠାରେ କାର‌୍ୟ୍ୟ କରୁଥିବା ଜଣେ ପଡୋଶୀଙ୍କ ସହିତ ମୁଁ ଉକ୍ତ ଶାଖାରେଦଦ୍ଭହେଉଥିବା କାର‌୍ୟ୍ୟଗୁଡ଼ିକୁ ଦେଖିଥିଲି । ତାଙ୍କ କାର‌୍ୟ୍ୟ ମତେ ବହୁତ ପ୍ରଭାବିତ କରିଥିଲା । ଏହା ବହୁତ ଜଟିଳ ଥିବାରୁ ମୁଁ ତୁରନ୍ତଦଦ୍ଭସେଠାରେ ଯୋଗ ଦେଇଥିଲି । ଉକ୍ତ ଚିତ୍ରକଳା ଶିଖିବା ପାଇଁ ମତେ ଗୋଟିଏ ମାସ ସମୟ ଲାଗିଥିଲା ଓ ବ•ର୍ମାନ ମୁଁ ଏହାକୁଦଦ୍ଭଉପଭୋଗ କରୁଛି” ବୋଲି ସେ କହିଛନ୍ତି ।ଦଦ୍ଭନିଜ ୨ମାସର ଶିଶୁ କନ୍ୟା ସହ ଉକ୍ତ ଶାଖାକୁ ଆସୁଥିବା ଜେମାମଣି ଜାମୁଦା ପାଇଁ ଏହା ବହୁତ କଷ୍ଟସାଧ୍ୟ କାର‌୍ୟ୍ୟ ଥିଲା ।ଦଦ୍ଭ‘ମୁଁ କନ୍ୟାକୁ କ୍ଷୀର ପାନ କରାଇବା ପରେ ତାକୁ ଶୁଆଇବା ସହିତ ନିଜ କାର‌୍ୟ୍ୟସବୁ ଶେଷ କରେ । ମୋ ସ୍ୱାମୀ କାମ ପାଇଁଦଦ୍ଭବାହାରକୁ ଗଲେ ଘରେ କେହି ରହୁନଥିଲେ । ସଂସ୍ଥାର ଅନ୍ୟ ସଦସ୍ୟମାନେ ମତେ ସହଯୋଗ କରୁଥିବାରୁ ଉକ୍ତ କାର‌୍ୟ୍ୟ ମୋଦଦ୍ଭପାଇଁ ବହୁତ ସହଜ ହୋଇଯାଇଥିଲା” ବୋଲି ସେ କହିଛନ୍ତି ।ଦଦ୍ଭଚିତ୍ରକଳା ଓ କାରିଗରୀ ଶାଖା ବ୍ୟତୀତ ଉକ୍ତ ସମବାୟ ସଂସ୍ଥାରେ ସିଲାଇ, କପଡ଼ା ପ୍ରସ୍ତୁତି ଓ ନୁଡଲସ୍ ପ୍ରସ୍ତୁତି ଶାଖା ରହିଛି ।ଦଦ୍ଭଉକ୍ତ ସଂସ୍ଥାରେ ଥିବା ବିଭିନ୍ନ ଶାଖାରେ ପ୍ରାୟ ୧୦୦ ଜଣ ମହିଳା କାର‌୍ୟ୍ୟ କରୁଛନ୍ତି ।ଦଦ୍ଭ“ମହିଳାମାନଙ୍କ ଆୟରେ ବୃଦ୍ଧି ଆଣିବା ପାଇଁ ଆଗାମୀ ଦିନରେ ଦେଶର ବିଭିନ୍ନ ସ୍ଥାନରେ ଆମର ସାମଗ୍ରୀ ପଠାଯିବାରଦଦ୍ଭଯୋଜନା ପ୍ରସ୍ତୁତ ହୋଇଛି । ଏହାସହିତ ସଂସ୍ଥାରେ କାର‌୍ୟ୍ୟରତ ମହିଳା ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଶେଷଜ୍ଞଙ୍କୁ ନେଇ ଏକଦଦ୍ଭକର୍ମଶାଳା ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି” ବୋଲି ସମବାୟ ସଂସ୍ଥାର ସଭାପତି କୌଶଲ୍ୟା ପାତ୍ରଦଦ୍ଭକହନ୍ତି । ଗତ ବର୍ଷ ଉକ୍ତ ସମବାୟ ସଂସ୍ଥା ପ୍ରାୟ ୩୫ ଲକ୍ଷ ଟଙ୍କା କାରବାର କରିଥିଲା ।ଦଦ୍ଭଅତି ନିକଟରେ ଉକ୍ତ ସମବାୟ ସଂସ୍ଥାର ୨ ଜଣ ମହିଳା ସଦସ୍ୟଙ୍କୁ ଭୁବନେଶ୍ୱରସ୍ଥିତ ଆ•ଳିକ ଲଳିତ କଳା ଏକାଡେମୀରେଦଦ୍ଭଆୟୋଜିତ ଆଦିବାସୀ ଚିତ୍ରକଳା ଶିବିର ନିମନ୍ତେ ଚୟନ ମଧ୍ୟ କରାଯାଇଥିଲା ।