ଓଡିଆନ୍ ନ୍ୟୁଜ

10

ଆଜି ଭୁବନେଶ୍ୱର ପୁଲିସ୍‌ ଭବନରେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି

Team Odian News |

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ପୁଲିସ୍‌ ଭବନରେ ଆତଙ୍କବାଦ ବିରୋଧରେ ଲଢିବ ଓଡ଼ିଶା ପୁଲିସ୍‌ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଭୁବନେଶ୍ୱର ଆସିଛନ୍ତି। ଏନ୍‌ଆଇଏ ଆଇ.ଜି ମଧ୍ୟ ତାଙ୍କ ସହ ଆସିଛନ୍ତି।ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, ଏନେଇ ଦଫା ଏବଂ ଆଇନରେ କ’ଣ ବ୍ୟବସ୍ଥା ରହିଛି, କେମିତି ଆତଙ୍କବାଦ ମାମଲାର ତଦନ୍ତ ସହ ଏହାର ମୁକାବିଲା କରାଯିବ  ସେସବୁ ଦିଗ ଉପରେ ଟ୍ରେନିଂ ଦିଆଯିବ।