ଓଡିଆନ୍ ନ୍ୟୁଜ

11

ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ୩ ନିଖୋଜ

Team Odian News |

ପାରାଦୀପ: ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ୩ ନିଖୋଜ। ନେହରୁ ବଙ୍ଗଳା ନିକଟ ମୁହାଣରେ ବୁଡ଼ିଗଲା ମାଛଧରା ଟ୍ରଲର। ମାଛଧରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ୨ ଉଦ୍ଧାରସହ ୩ ନିଖୋଜ ଅଛନ୍ତି। ପାଖ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ୨ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ମୁହାଣରେ ମେରାଇନ ପୁଲିସ ଓ ଅନ୍ୟ ମତ୍ସ୍ୟଜୀବୀଙ୍କ ତଲାସୀ ଜାରି ରହିଛି।