ଓଡିଆନ୍ ନ୍ୟୁଜ

17

ଭୁବନେଶ୍ୱରରେ ଗୁଳିକାଣ୍ଡ, ବାପ-ପୁଅ ଆହତ

Team Odian News |

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସରକନ୍ତରାରେ ଗୁରୁବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ଏଥିରେ ବାପ-ପୁଅ ଆହତ ହୋଇଛନ୍ତି। କୌଣସି କାରଣକୁ ନେଇ ଦୁର୍ବୃତ୍ତମାନେ ଉଭୟ ବାପ-ପୁଅଙ୍କୁ ଗିଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ହେବା ପରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ଆହତ ବାପ-ପୁଅଙ୍କୁ ଏମସ୍‌ରେ ଭର୍ତ୍ତି କରାଯାଇଛି।