.jpg)
ଓଡିଆନ୍ | ନ୍ୟୁଜ |
.jpg)
![]() |
23 |
ଇନ୍ଦିରା ଗାନ୍ଧୀଙ୍କ୧୦୨ତମ ଜୟନ୍ତୀ,ଶକ୍ତି ସ୍ଥଳରେ ଶ୍ରଦ୍ଧାଜଳି
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜୟନ୍ତୀ। ଏହି ଅବସରରେ ର୍ପୂବତନ ପ୍ରଧାନମନ୍ତ୍ରୀ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,ମନମୋହନ ସିଂ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶକ୍ତି ସ୍ଥଳ ଯାଇ ଇନ୍ଦିରାଙ୍କୁ ଶ୍ରଦ୍ଧାଜଳି ଜ୍ଞାପନ କରିଛନ୍ତି। ଆଇରନ୍ ଲେଡି ଭାବେ ପରିଚିତ ଇନ୍ଦିରା ରାଜନୈତିକ ଜୀବନରେ ଅନେକ ବଡ ବଡ ପଦକ୍ଷେପ ନେଇଥିଲେ।