ଓଡିଆନ୍ ନ୍ୟୁଜ

21

ମୁଖ୍ୟମନ୍ତ୍ରୀ କମଲ ହାସନ୍‌ଙ୍କୁ ଡକ୍ଟରେଟ ଡିଗ୍ରି ପ୍ରଦାନ କଲେ

Team Odian News |

ଭୁବନେଶ୍ୱର :ଭୁବନେଶ୍ୱର: ବିଶିଷ୍ଟ ଅଭିନେତା କମଲ ହାସନଙ୍କୁ ଆଜି ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି।  ସେଞ୍ଚୁୁରିୟନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଡିଗ୍ରୀ ପ୍ରଦାନ କରିଥିଲେ।   ଏହି ଅବସରରେ କମଳ ହାସନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।