ଓଡିଆନ୍ ନ୍ୟୁଜ

15

ବରିଷ୍ଠ ଆଇଏଏସ୍‌ ଗଗନ ଧଳସ୍ବେଚ୍ଛାକୃତ ଅବସର ନେଲେ

Team Odian News |

ଭୁବନେଶ୍ୱର: ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ(ଓଏଫ୍‌ଡିସି) ତଥା ବରିଷ୍ଠ ଆଇଏଏସ୍‌ ଗଗନ ଧଳ ସୋମବାର ନିଜ ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଭିଆରଏସ ପାଇଁ ଆବେଦନ କରିଥିଲେ। ଯାହାକୁ ସରକାର ଗ୍ରହଣ କରିଛନ୍ତି। ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଗଗନ ଧଳଙ୍କୁ ଗତ ଅଗଷ୍ଟ ମାସରେ ଓଏଫ୍‌ଡିସି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ଏହା ପୂର୍ବରୁ ସେ କୃଷି ଉତ୍ପାଦନ କମିଶନର(ଏପିସି) ଥିଲେ।