ଓଡିଆନ୍ ନ୍ୟୁଜ

49

କାର ଧକ୍କାରେ ଛାତ୍ରଙ୍କ ମୃତ୍ୟୁ

Team Odian News |

ସାନଖେମୁଣ୍ଡି : ପାଟପୁର ଥାନା ଟି.ଗୋବିନ୍ଦପୁର ଏଲଏନ ପୁରରେ ଦୁର୍ଘଟଣା । କାର ଧକ୍କାରେ ଛାତ୍ରଙ୍କ ମୃତ୍ୟୁ ହୋଇଛି।ସେ ସାଇକେଲରେ ଯାଉଥିବାବେଳେ ତାଙ୍କୁ କାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସିପୁନ ନାୟକ।ଏହାର ପ୍ରତିବାଦରେ ଗୋବିନ୍ଦପୁର ଜାତୀୟ ରାଜପଥରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ପାଟପୁର ପୋଲିସ୍ ଘଟଣାସ୍ଥଳରେ ଆସି ଲୋକଙ୍କୁ ବୁଝାସୁଝା କରିଛି