ଓଡିଆନ୍ ନ୍ୟୁଜ

51

ଶ୍ରୀମନ୍ଦିର ଚତୁଃପାର୍ଶରୁ ୭୫ମିଟର ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି

Team Odian News |

ପୁରୀ ୧୪/୧୨: ଶ୍ରୀମନ୍ଦିର ଚତୁଃପାର୍ଶରୁ ୭୫ମିଟର ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।  ଆଜି ସାନଛତା ମଠ ଭଙ୍ଗା ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏହି ଉଚ୍ଛେଦ କାର୍ଯ୍ୟ ପାଇଁ ସିଂହଦ୍ୱାରରୁ ଦୋଳମଣ୍ଡପ ସାହି ଯାଏ ରାସ୍ତା ସିଲ୍ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସେପଟେ ସ୍ବର୍ଗଦ୍ବାରରେ ମଧ୍ୟ ଉଛେଦ କାମ ଚାଲିଛି ।