ଓଡିଆନ୍ ନ୍ୟୁଜ

133

ନବମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା : ୭ଘଣ୍ଟା କୋରାପୁଟ ବନ୍ଦ

Team Odian News |

ନବମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା : ୭ଘଣ୍ଟା କୋରାପୁଟ ବନ୍ଦ
କୋରାଫୁଟ,୧୬/୧୦( ଓଡ଼ିଆନ୍‍ ନ୍ୟୁଜ୍‍): କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରା ନପଡ଼ିଥିବାର କାରଣରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୭ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଗତ ୧୦ତାରିଖରେ ଗୋଟିଏ ୯ମଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ  । ଏପର୍ଯ୍ୟନ୍ତ ଅପରାଧି ଧରାପଡ଼ି ନାହିଁ  । ସେପଟେ ପିଡ଼ିତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଧରି ଦଣ୍ଡଦେବା ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସକାଳ ୬ରୁ ଦିନ୧ଟା ପର୍ଯ୍ୟନ୍ତ ୭ଘଣ୍ଟ।। ଜିଲ୍ଲାର ସ୍କୁଲ, କଲେଜ ଏବଂ ସରକାରୀ ଅନୁଷ୍ଟାନ ସହ ଦୋକାନବଜାର ବନ୍ଦ ରହିଥିଲା ।