ଓଡିଆନ୍ ନ୍ୟୁଜ

188

ବଲାଙ୍ଗୀର : ରାଜ୍ୟ ବାହାରକୁ ଚାଲଣ ବେଳେ ୮୮ ଦାଦନ ଉଦ୍ଧାର

Team Odian News |

ବଲାଙ୍ଗୀର : ରାଜ୍ୟ ବାହାରକୁ ଚାଲଣ ବେଳେ ୮୮ ଦାଦନ ଉଦ୍ଧାର
ବଲାଙ୍ଗୀର,୧୬/୧୦( ଓଡ଼ିଆନ୍‍ ନ୍ୟୁଜ୍‍) : : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳଷ୍ଟେସନରୁ ୯୮ ଜଣ ଦାଦନଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ସେମାନଙ୍କୁ ଚାଲଣ କରାଯାଉଥିବା ବେଳେ ସୂଚନା ପାଇ ପୁଲିସ ସେମାନଙ୍କୁ ଷ୍ଟେସନରୁ ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ଦାଦନଙ୍କ ମଧ୍ୟରେ ୫୦ ଜଣ ପୁରୁଷ, ୨୦ ଜଣ ମହିଳା ଏବଂ ୧୮ ଜଣ ଶିଶୁ ରହିଥିବା ଜଣାପଡିଛି । ଏହାସହ ୫ ଜଣ ଦାଦନ ସର୍ଦ୍ଦାର ଏବଂ ୬ ଜଣ ଏଜେଣ୍ଟଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡିଛି ।