ଓଡିଆନ୍ ନ୍ୟୁଜ

10

ଦାରିଙ୍ଗବାଡି ରେ ତୁଷାରପାତ

Team Odian News |

ବାଲିଗୁଡା : କନ୍ଧମାଳକୁ ପୁଣି ଫେରିଛି ହାଡଭଙ୍ଗା ଶୀତ । ବାଲିଗୁଡା ସମେତ ଦାରିଙ୍ଗବାଡି ବେଲଘରରେ ଶୀତର ଲହରୀ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦାରିଙ୍ଗବାଡିର ସିମନବାଡିରେ ତୁଷାରପାତ ଦେଖିବାକୁ ମିଳିଛି ।ସନ୍ଧ୍ୟାରେ ଉପାନ୍ତ ଅଞ୍ଚଳରେ ଶୀତ ବଢୁଛି। ଘନ କୁହୁଡିରେ ଆଚ୍ଛାଦନ ହେଉଛି ରାସ୍ତାଘାଟ ସକାଳ ୧୦ଟା ଯାଏଁ କୁହୁଡି ଛାଡୁନି ଶୀତର ମଜା ନେବାକୁ ଦାରିଙ୍ଗବାଡି ଓ ବାଲିଗୁଡା ବେଲଘରରେ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମୁଛି ।ସନ୍ଧ୍ୟାରେ ଉପାନ୍ତ ଅଞ୍ଚଳରେ ଶୀତ ବଢୁଛି। ଘନ କୁହୁଡିରେ ଆଚ୍ଛାଦନ ହେଉଛି ରାସ୍ତାଘାଟ ସକାଳ ୧୦ଟା ଯାଏଁ କୁହୁଡି ଛାଡୁନି ଶୀତର ମଜା ନେବାକୁ ଦାରିଙ୍ଗବାଡି ଓ ବାଲିଗୁଡା ବେଲଘରରେ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମୁଛି ।