ଓଡିଆନ୍ ନ୍ୟୁଜ

138

ରାଜ୍ୟ କ୍ୟାବିନେଟ୍ ଗୁରୁତ୍ଵପୂର୍ଣ୍ଣ ବୈଠକ,୧୨ ଶହ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ

Team Odian News |

ରାଜ୍ୟ କ୍ୟାବିନେଟ୍ ଗୁରୁତ୍ଵପୂର୍ଣ୍ଣ ବୈଠକ,୧୨ ଶହ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର,୨୩ା୧୦( ଓଡ଼ିଆନ୍‍ ନ୍ୟୁଜ୍‍): ରାଜ୍ୟ କ୍ୟାବିନେଟ୍ ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୩ଟି ପ୍ରସ୍ତାବକୁ ମଞ୍ଜରୀ ମିଳିଛି । ବିଜେପୁରରେ ୧୨୪୬ କୋଟିର ଜଳ ସେଚନ ପ୍ରକଳ୍ପକୁ ମଞ୍ଜରୀ ମିଳିଛି।  ସୂଚନାଯୋଗ୍ୟ, ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ପ୍ରକଳ୍ପ ଲାଗି ୧୨ ଶହ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ପ୍ରକଳ୍ପ ପାଇଁ ମାର୍ଚ ସୁଦ୍ଧା ଟେଣ୍ଡର ଶେଷ ହେବାକୁ ଥିବା ବେଳେ ପାଇପ୍ ଯୋଗେ ଜଳସେଚନ କରାଯିବ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।