ଓଡିଆନ୍ ନ୍ୟୁଜ

108

ବନ୍ଦ ହେବ ପତ୍ରବିନିମୟ ବୈଷୟିକ ଶିକ୍ଷା: ସୁପ୍ରିମକୋର୍ଟ

Team Odian News |

ବନ୍ଦ ହେବ   ପତ୍ରବିନିମୟ ବୈଷୟିକ ଶିକ୍ଷା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩/୧୧( ଓଡ଼ିଆନ୍ ନ୍ୟୁଜ୍ ଟିମ୍): ପତ୍ରବିନିମୟ ପାଠ୍ୟକ୍ରମ ଜରିଆରେ ବୈଷୟିକ ଶିକ୍ଷା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଇଂଜିନିୟରିଂ ଭଳି ବୈଷୟିକ ଶିକ୍ଷା ପତ୍ରବିନିମୟ ଦ୍ବାରା ପ୍ରଦାନ କାରାଯିବା ନାହିଁ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି । ପୂର୍ବରୁ ଓଡିଶା ହାଇକୋର୍ଟ ଏନେଇ ଅନୁମତି ପ୍ରଦାନ କରିଥିଲେ ମଧ୍ୟ ଦୁଇ ବର୍ଷ ତଳେ ପଞ୍ଜାବ-ହରିୟାଣା ହାଇକୋର୍ଟ ପତ୍ରବିନିମୟ ବୈଷୟିକ ଶିକ୍ଷାକୁ ଅନୁମତି ଦେଇ ନଥିଲା ।