ଓଡିଆନ୍ ନ୍ୟୁଜ

174

କଲେଜ ନିର୍ବାଚନରେ ବିଜେଡିର ବାଜିମାତ୍‌

Team Odian News |

କଟକ : ରାଜ୍ୟର ବିଭିନ୍ନ କଲେଜରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ,ଛାତ୍ର ସଂସଦ ନିର୍ବାଚନରେ ବିଜେଡି ବିପୁଳ ମାତ୍ରା ବିଜୟୀ ହୋଇଛି । ବିଭିନ୍ନ କଲେଜରେ ବିଜେଡି ସମର୍ଥିତ ଛାତ୍ରଛାତ୍ରୀ ମାନେ ବିପୁଳ ଭୋଟ ବ୍ୟବଧାନେରେ ସେମାନଙ୍କ ପ୍ରତିଦ୍ୱ୍‌୍‌ଦ୍ୱୀଙ୍କୁ ପରାସ୍ତ କରିଛନ୍ତି । କଟକ ସହରର ବିଭିନ୍ନ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନେ ସଂଖ୍ୟାଧିକ ଭୋଟ ବ୍ୟବଧାନରେ ବିଜୟୀ